ଚିନାକପୂର Chinākapūra

  • ଦେ. ବି. (ସଂ. ଚୀନକକର୍ପୂର) — କର୍ପୂର ଗଛର କାଠକୁ ନିଆଁରେ ସିଝାଇ ଯେଉଁ କପୂର ବାହାର କରାଯାଏ (କପୂର ଦେଖ) — Camphor extrated from the wood of a tree; Cinnamonum Camphora