ଚିନା ବାଦାମ୍ Chinā bādām

  • ଦେ. ବି — ଭୂଇଁଚଣା; ଚେରଚଣା; ମୁଗଫଳୀ — Groundnut; peanut; earth-nut
  • ଦେ. ବି — [ଦ୍ର—ଏହା ଶିମ୍ବାଦିବର୍ଗର ଛୋଟ ଲତାଗୁଳ୍ମ। ଏଥିର ଚେରରେ ପତଳା ଚୋପାବିଶିଷ୍ଟ ଛୁଇଁ ଧରେ ଓ ଏ ଛୁଇଁ ଭିତରେ ମଟର ପରି ଶସ୍ୟ ଥାଏ ଓ ଏହାକୁ ଖାଆନ୍ତି। ଏ ମଞ୍ଜିରୁ ତେଲ ବାହାରେ। ଏହା ପ୍ରଥମେ ଆମେରିକାର ବ୍ରାଜୀଲ ଦେଶରୁ ଆସିଥିଲା। ବିଦେଶରୁ ଆସିଅଛି ବୋଲି ଏହାର ନାମ ଚିନାବାଦାମ୍ ହୋଇଅଛି।]