ଚିଦାଭାସ Chidābhāsa

  • ସଂ. ବି (ଷଷ୍ଠୀ ତତ୍; ଚିତ୍+ଅଭାସୀ) — ଜ୍ଞାନର ଆଭାସ; ଜ୍ଞାନର ପ୍ରକାଶ — The manifestation of intelligence
  • ସଂ. ବି (ଷଷ୍ଠୀ ତତ୍; ଚିତ୍+ଅଭାସୀ) — ଜ୍ଞାନ — Knowledge
  • ସଂ. ବି (ଷଷ୍ଠୀ ତତ୍; ଚିତ୍+ଅଭାସୀ) — ଜୀବାତ୍ମା — The Living Soul