ଚିଦାତ୍ମା Chidātmā
- ସଂ. ବି. (ଚିତ୍+ଆତ୍ମା) — ଚେତନା — The intellect; the thinking soul
- ସଂ. ବି. (ଚିତ୍+ଆତ୍ମା) — ଜ୍ଞାନମୟ ଆତ୍ମା — The soul of man
- ସଂ. ବି. (ଚିତ୍+ଆତ୍ମା) — ଚୈତନ୍ୟ; ଜୀବାତ୍ମା — The divine essence in man
- ସଂ. ବି. (ଚିତ୍+ଆତ୍ମା) — ଜ୍ଞାନର ପ୍ରକାଶ — The semblance of intellect
- ସଂ. ବି. (ଚିତ୍+ଆତ୍ମା) — ଜ୍ଞାନସ୍ୱରୂପ ପରମାତ୍ମା — The Divine Soul which is the embodiment of intelligence