ଚିତ୍ରୋପଳା Chitropaḻā

  • ସଂ. ବି. (ଚିତ୍ର=ବିଚିତ୍ର+ଉପଳ=ପ୍ରସ୍ତରଖଣ୍ଡ ଅଛି ଯହିଁରେ) — ମହାଭାରତୋକ୍ତ ନଦୀବିଶେଷ (ହି. ଶବ୍ଦସାଗର) — Name of a river of ancient India