ଚିତ୍ରୋତ୍ପଳା Chitropaḻā
- ସଂ. ବି. ସ୍ତ୍ରୀ — ମହାନଦୀର ପ୍ରାଚୀନ ନାମ — The ancient name of the Mahānadī river
- ସଂ. ବି. ସ୍ତ୍ରୀ — [ଦ୍ର— ଚିତ୍ରୋତ୍ପଳାକୁ ସୁକାନ୍ତିତନୁଜା ବୋଲାଯାଏ।]
- ସଂ. ବି. ସ୍ତ୍ରୀ — କଟକ ଜିଲ୍ଲାର ଆଇତିପୁରଠାରୁ ବାହରିଥିବା ମହାନଦୀର ଶାଖାବିଶେଷ — A branch. of the Mahānadī rising at Āitipur in Cuttack District
- ସଂ. ବି. ସ୍ତ୍ରୀ — ଶାଳୀପୁର ଯହିଁ ଚିତ୍ରୋତ୍ପଳା ନୀର, ପୂତ ଅଭିଷେକ ଶ୍ରୀଭଗବତୀର— ରାଧାନାଥ, ନନ୍ଦିକେଶ୍ୱରୀ।
- ସଂ. ବି. ସ୍ତ୍ରୀ — ମତ୍ସ୍ୟପୁରାଣ, ବାମନପୁରାଣ ଓ ମାର୍କଣ୍ଡେୟପୁରାଣ ମତରେ ଅକ୍ଷପାଦ ପର୍ବତରୁ ବାହାରିଥିବା ନଦୀବିଶେଷ (ହି. ଶବ୍ଦସାଗର) — Name of a mythological river of India