ଚିତ୍ରୋତ୍ତର Chitrottara
- ସଂ. ବି — କାବ୍ୟାଳଙ୍କାରବିଶେଷ; ଯହିଁରେ ପ୍ରଶ୍ନ ଓ ଉତ୍ତର ଏକ ସଙ୍ଗେ ଏକ ରଚନାରେ ଥାଏ — An artistic composition which is the question and the answer at the same time
- ସଂ. ବି — (ଯଥା— କା କାଳୀ, କା ମଧୁରା, କା ଶୀତଳବାହିନୀ ଗଙ୍ଗା, କେ ଦାରପୋଷଣରତା, କଂ ବଳବନ୍ତଂ ନ ବାଧେତେ ଶୀତଃ। ଏଥିରେ 5 ଟି ବାକ୍ୟ ପ୍ରଶ୍ନରୂପେ ଓ ସେହି 5 ଟି ବାକ୍ୟ ଉକ୍ତ ପ୍ରଶ୍ନର ଉତ୍ତର ରୂପେ ରଚିତ।) — (ଯଥା— କା କାଳୀ, କା ମଧୁରା, କା ଶୀତଳବାହିନୀ ଗଙ୍ଗା, କେ ଦାରପୋଷଣରତା, କଂ ବଳବନ୍ତଂ ନ ବାଧେତେ ଶୀତଃ ଏଥିରେ5ଟି ବାକ୍ୟ ପ୍ରଶ୍ନରୂପେ ଓ ସେହି5ଟି ବାକ୍ୟ ଉକ୍ତ ପ୍ରଶ୍ନର ଉତ୍ତର ରୂପେ ରଚିତ)