ଚିତ୍ରିବା Chitribā

  • ଦେ. କ୍ର — ଚିତ୍ରିତ କରିବା — To paint
  • ଦେ. କ୍ର — ଚିତ୍ରଇ ଚରଣ ଅଳତାବୋଳେ— କବିସୂର୍ଯ୍ୟ, କବିତା।
  • ଦେ. କ୍ର — (ଲକ୍ଷଣାର୍ଥ) ଚରିତ୍ର ଚିତ୍ରଣ କରିବା; ବର୍ଣ୍ଣନା କରିବା — (flgurative) To paint; to describe vividly
  • ଦେ. କ୍ର — ଚିତ୍ରୁଛନ୍ତି ମହା-ଆଦି-ଚିତ୍ରକର—ମଧୁସୂଦନ, କୁସୁମାଞ୍ଜଳି।