ଚିତ୍ରିତ Chitrita

  • ସଂ. ବିଣ. (ଚିତ୍ର ଧାତୁ=ଚିତ୍ରିତ କରିବା+କର୍ମ. ତ) — ରଞ୍ଜିତ; ଚିତ୍ରାର୍ପିତ — painted
  • ସଂ. ବିଣ. (ଚିତ୍ର ଧାତୁ=ଚିତ୍ରିତ କରିବା+କର୍ମ. ତ) — ଅଙ୍କିତ — Drawn; delineated
  • ସଂ. ବିଣ. (ଚିତ୍ର ଧାତୁ=ଚିତ୍ରିତ କରିବା+କର୍ମ. ତ) — ବିଚିତ୍ର — Variegated; chequered
  • ସଂ. ବିଣ. (ଚିତ୍ର ଧାତୁ=ଚିତ୍ରିତ କରିବା+କର୍ମ. ତ) — ନାନା ବର୍ଣ୍ଣବିଶିଷ୍ଟ — Of various colours
  • ସଂ. ବିଣ. (ଚିତ୍ର ଧାତୁ=ଚିତ୍ରିତ କରିବା+କର୍ମ. ତ) — ଚିହ୍ନଯୁକ୍ତ; ଛପିଛପିକିଆ — Spotted; mottled