ଚିତ୍ରାଶ୍ୱ Chitrāṡwa

  • ସଂ. ବି. — ସତ୍ୟବାନ; ସାବିତ୍ରୀଙ୍କ ସ୍ୱାମୀ — Satyabān, the husband of Sābitrī
  • ସଂ. ବି. — ସତ୍ୟବାନ ଚିତ୍ରରେ ଅଶ୍ୱ ତ ଲେଖନ୍ତି, ଏହି ସକାଶରୁ ଚିତ୍ରାଶ୍ୱ ସେ ବୋଲାନ୍ତି। କୃଷ୍ଣସିଂହ, ମହାଭାରତ, ବନପର୍ବ।