ଚିତ୍ରାଙ୍ଗ Chitrāṅga

  • ସଂ. ବିଣ (ବହୁବ୍ରୀହି; ଚିତ୍ର+ଅଙ୍ଗ) — ଯାହା ଦେହ ଚିତ୍ରିତ — Multicoloured; having a dappled body
  • ବି — ଚିତି ସାପ — A kind of spotted snake
  • ବି — ଚିତ୍ରମୃଗ — Spotted deer
  • ବି — ରକ୍ତଚିତା ଗୁଳ୍ମ — The red leadwort
  • ବି — ହିଙ୍ଗୁଳ — Vermillion
  • ବି — ଚିତଳମାଛ (ହରେକୃଷ୍ଣ, ଦ୍ରବ୍ଯଗୁଣ) — A large flat sweet-water-fish; Notopheris Chitala
  • ବି — ହରିତାଳ — Yellow orpiment