ଚିତ୍ରାଙ୍ଗଦ Chitrāṅgada

  • ସଂ. ବି. ଫୁ (ନାମ)—(ବହୁବ୍ରୀହି; ଚିତ୍ର=ଅଦ୍ଭୂତ+ଅଙ୍ଗଦ =ବାହୁଭୂଷଣ) — ଚନ୍ଦ୍ରବଂଶୀୟ ଶାନ୍ତନୁ ରାଜାଙ୍କ ଏକ ପୁତ୍ର — A son of king Ṡāntanu
  • ସଂ. ବି. ଫୁ (ନାମ)—(ବହୁବ୍ରୀହି; ଚିତ୍ର=ଅଦ୍ଭୂତ+ଅଙ୍ଗଦ =ବାହୁଭୂଷଣ) — [ଦ୍ର— ଏ ସତ୍ୟବତୀଙ୍କ ଗର୍ଭରୁ ଜନ୍ମିଥିଲେ ଓ ବିଚିତ୍ରବୀର୍ଯ୍ୟଙ୍କ ଛୋଟ ଭାଇ।]
  • ସଂ. ବି. ଫୁ (ନାମ)—(ବହୁବ୍ରୀହି; ଚିତ୍ର=ଅଦ୍ଭୂତ+ଅଙ୍ଗଦ =ବାହୁଭୂଷଣ) — ଗନ୍ଧର୍ବବିଶେଷ — Name of a Gandharba
  • ସଂ. ବି. ଫୁ (ନାମ)—(ବହୁବ୍ରୀହି; ଚିତ୍ର=ଅଦ୍ଭୂତ+ଅଙ୍ଗଦ =ବାହୁଭୂଷଣ) — କଳିଙ୍ଗ ବା ଦଶାର୍ଣ୍ଣ ଦେଶର ଜନୈକ ନରପତି (ମହାଭାରତ) — Name of a king of ancient Kaḻiṅga