ଚିତ୍ରାଇବା Chitrāibā

  • ଦେ. ବି (ସଂ. ଚିତ୍ର) — କୌଣସି ବସ୍ତୁ ଉପରେ ଚିତ୍ର ଅଙ୍କନ କରିବା — to draw pictures on a thing
  • ଦେ. ବି (ସଂ. ଚିତ୍ର) — ଚିତ୍ରିତ କରିବା; ରଙ୍ଗାଇବା — To paint