ଚିତ୍ରସେନ Chitrasena
- ସଂ. ବି. (ନାମ) — ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — Name of a son of Dhṛutarāshṭra
- ସଂ. ବି. (ନାମ) — ଗନ୍ଧର୍ବବିଶେଷ; ଗନ୍ଧର୍ବରାଜ ବିଶ୍ୱାବସୁଙ୍କ ପୁତ୍ର ଓ ଅର୍ଜୁନଙ୍କର ସଙ୍ଗୀତଶିକ୍ଷକ — Name of a Gandharba, the music precepter of Arjuna
- ସଂ. ବି. (ନାମ) — ପାଣ୍ଡବପକ୍ଷୀୟ ବୀରବିଶେଷ — Name of a warrior who fought for the Pāṇḍabas
- ସଂ. ବି. (ନାମ) — ପୁରୁବଂଶୀୟ ରାଜାବିଶେଷ — Name of a king of the Puru dynasty
- ସଂ. ବି. (ନାମ) — ଶମ୍ବରାସୁରର ଏକ ପୁତ୍ର (ହରିବଂଶ) — Name of a son of demon Ṡambara