ଚିତ୍ରଶାଳା Chitraṡāḻā

  • ଦେ. ବି. — ଚିତ୍ରସଂଗ୍ରହ ଗୃହ, ଯେଉଁ ଘରେ ନାନା ସ୍ଥାନରୁ ସଂଗୃହୀତ ଚିତ୍ରମାନ ରଖାଯାଇଥାଏ — Picture gallery; art gallery
  • ଦେ. ବି. — ଯେଉଁ ସ୍ଥାନରେ ପ୍ରକୃତ ସାହିତ୍ୟ, ଇତିବୃତ୍ତ ସଂକ୍ରାନ୍ତ ବସ୍ତୁ ଓ ଶିଳ୍ପସାଧିତ ବସ୍ତୁସବୁ ପ୍ରଦର୍ଶନାର୍ଥ ସଞ୍ଚିତ ହୋଇ ଥାଏ — Art museum
  • ଦେ. ବି. — ଯେଉଁଠାରେ ଚିତ୍ରକର ଛବି ଆଙ୍କେ — Painter's studio