ଚିତ୍ରଲେଖା Chitralekhā

  • ସଂ. ବି. ସ୍ତ୍ରୀ — ବାଣରାଜଙ୍କ ମନ୍ତ୍ରୀ କୁଷ୍ମାଣ୍ଡର କନ୍ଯା; ଉଷାର ସଖୀ — A companion of Ushā, the daughter of king Bāṇa
  • ସଂ. ବି. ସ୍ତ୍ରୀ — ଅପ୍ସରୋବିଶେଷ — Name of a heavenly nymph
  • ସଂ. ବି. ସ୍ତ୍ରୀ — ସଂସ୍କୃତ ଛନ୍ଦୋବିଶେଷ ( 18 ଅକ୍ଷର 2।3।5।6 ବର୍ଣ୍ଣ ଲଘୁ) — ସଂସ୍କୃତ ଛନ୍ଦୋବିଶେଷ (18ଅକ୍ଷର256ବର୍ଣ୍ଣ ଲଘୁ)—. A metre with with 18 letters having its 2nd, rd, 5th and 6th letters short
  • ସଂ. ବି. ସ୍ତ୍ରୀ — ଚିତ୍ର ଆଙ୍କିବାର ତୁଳିକା — Painter's brush
  • ଦେ. ବି. — ଚିତ୍ର ଅଙ୍କନ — Drawing of pictures
  • ଦେ. ବି. — ସାରୀ — The myna bird
  • ଦେ. ବି. — ମୟୂର — Peacock
  • ଦେ. ବି. — ବିଲୋକୁଥାଇଁ ଚିତ୍ରଲେଖା ବିଲୋକୁ ଥାଇଁ ଚିତ୍ରଲେଖାପୂର୍ଣ୍ଣ। ଭଞ୍ଜ, ବୈଦେହୀଶବିଳାସ।