ଚିତ୍ରରଥ Chitraratha
- ସଂ. ବି. (ନାମ) (ବହୁବ୍ରୀହି; ଟିତ୍ର+ରଥ) — କଶ୍ୟପଙ୍କ ଔରସରେ ଦକ୍ଷକନ୍ୟାଙ୍କ ଗର୍ଭରୁ ଜାତ ଗନ୍ଧର୍ବ— ବିଶେଷ — Name of a Gandharba
- ସଂ. ବି. (ନାମ) (ବହୁବ୍ରୀହି; ଟିତ୍ର+ରଥ) — [ଦ୍ର—ଏ ଇନ୍ଦ୍ରଙ୍କର ରଥବାହକ ଓ କୁବେରଙ୍କ ସଖା ଅଟନ୍ତି। ଏହାଙ୍କ ଅନ୍ଯ ନାମ ଗନ୍ଧର୍ବରାଜ, ଅଙ୍ଗାରପର୍ଣ୍ଣ ଦଗ୍ଧରଥ, କୁବେର ସଖ।]
- ସଂ. ବି. (ନାମ) (ବହୁବ୍ରୀହି; ଟିତ୍ର+ରଥ) — ସୂର୍ଯ୍ୟ — The sun
- ସଂ. ବି. (ନାମ) (ବହୁବ୍ରୀହି; ଟିତ୍ର+ରଥ) — ଶ୍ରୀକୃଷ୍ଣଙ୍କ ନାତି; ଗଦଙ୍କ ପୁତ୍ର — Name of a grandson of Ṡrīkṛushṇa
- ସଂ. ବି. (ନାମ) (ବହୁବ୍ରୀହି; ଟିତ୍ର+ରଥ) — ଅଙ୍ଗଦେଶରେ ଜଣେ ରାଜା (ମହାଭାରତ) — Name of a king of Aṅga
- ସଂ. ବି. (ନାମ) (ବହୁବ୍ରୀହି; ଟିତ୍ର+ରଥ) — ଯଦୁବଂଶୀୟ ଜଣେ ରାଜା (ଭାଗବତ ଓ ବିଷ୍ଣୁପୁରାଣ) — A king of the J̄adu dynasty