ଚିତ୍ରଯୋଧୀ Chitraj̄odhī

  • ସଂ. ବି. (ଚିତ୍ର+ଯୁଧ୍+କର୍ତ୍ତୃ. ଇନ୍) — ଅର୍ଜୁନ — A name of Arjuna
  • ସଂ. ବି. (ଚିତ୍ର+ଯୁଧ୍+କର୍ତ୍ତୃ. ଇନ୍) — ଅର୍ଜୁନବୃକ୍ଷ (ଦେଖ) — Arjuna tree (See)
  • ସଂ. ବିଣ — ଯେ ଅଦ୍ଭୂତରୂପେ ଯୁଦ୍ଧ କରେ — Fighting wonderfully