ଚିତ୍ରଯୋଗ Chitraj̄oga
- ସଂ. ବି — 64 କଳା ମଧ୍ୟରୁ ଏକ; ବୁଢ଼ାକୁ ଯୁବକ ବା ଯୁବକକୁ ବୃଦ୍ଧ ଓ ନପୁଂସକ କରିଦେବା ବିଦ୍ୟା— (ହି. ଶବ୍ଦସାଗର) — 64କଳା ମଧ୍ୟରୁ ଏକ; ବୁଢ଼ାକୁ ଯୁବକ ବା ଯୁବକକୁ ବୃଦ୍ଧ ଓ ନପୁଂସକ କରିଦେବା ବିଦ୍ୟା— (ହି. ଶବ୍ଦସାଗର)The art of turning an old man into a young man and viceversa