ଚିତ୍ରମଦ Chitramada

  • ସଂ. ବି. ପୁଂ — ନାଟକ ଓ ଉପନ୍ୟାସରେ କୌଣସି ସ୍ତ୍ରୀର ଆପଣାର ଅନୁପସ୍ଥିତ ପତି ବା ପ୍ରେମିକାର ଚିତ୍ର ଦେଖି ବିରହୋତ୍କଣ୍ଠା ପ୍ରକାଶ କରିବା (ହି. ଶବ୍ଦସାଗର) — The manifestation of pathetic feeling by a woman on seeing the picture of her absent husband or lover