ଚିତ୍ରଭାନୁ Chitrabhānu
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ଅଗ୍ନି — Fire
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ସୂର୍ଯ୍ୟ — The sun
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ଅଶ୍ୱନୀକୁମାର ଦ୍ୱୟ — The twin sons of Aswini; the Heavenly physicians
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ଚିତାପାରୁ ଗଛ — The Leadwort shrub
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ଭୈରବ; ଶିବ — The god Siba
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ଅର୍ଜୁନପତ୍ନୀ ଚିତ୍ରାଙ୍ଗଦାଙ୍କ ପିତା; ମଣିପୁରର ରାଜା; ବଭ୍ରୂବାହନଙ୍କ ମାତାମହ — The father of Arjuna's wife Chitrāṇgadā
- ସଂ. ବି. (ବହୁବ୍ରୀହି; ଚିତ୍ର=ବିଚିତ୍ର+ଭାନୁ=କିରଣ) — ଅର୍କଗୁଳ୍ମ (ହି. ଶବ୍ଦସାଗର) — The swallow wort plant