ଚିତ୍ରବିଚିତ୍ର Chitrabichitra

  • ସଂ. ବିଣ. ( 3 ୟା ତତ୍; ଚିତ୍ର+ବିଚିତ୍ର) — ବିବିଧ ବର୍ଣ୍ଣ ବା ଚିତ୍ରରେ ଚିତ୍ରିତ — Multicoloured
  • ସଂ. ବିଣ. ( 3 ୟା ତତ୍; ଚିତ୍ର+ବିଚିତ୍ର) — ଛାପିଛାପିକିଆ — Mottled; variegated
  • ସଂ. ବିଣ. ( 3 ୟା ତତ୍; ଚିତ୍ର+ବିଚିତ୍ର) — ନାନାବର୍ଣ୍ଣର — Of various colours