ଚିତ୍ରବାଡ଼ି Chitrabāṟḍ̠i

  • ଦେ. ବି — ପିଲାମାନଙ୍କ ଖେଳିବାରେ ବ୍ଯବହୃତ ଚିତ୍ର କରାଯାଇ ଥିବା ଯଷ୍ଟି — A painted stick used by children
  • ଦେ. ବି — କାଳି ବିରାଡ଼ି ରାଡ଼ିଗଡ଼ି, ପକାଇବି ଚିତ୍ରବାଡ଼ି, ପଳାଇବୁ ରାଇଜ ଛାଡ଼ି। ଶିଶୁ ଗୀତ।