ଚିତ୍ରବର୍ହ Chitrabarha

  • ସଂ. ବି. (ବହୁବ୍ରୀହି; ଚିତ୍ର+ବର୍ହ) — ମୟୂର — Pea-cock
  • ସଂ. ବି. (ବହୁବ୍ରୀହି; ଚିତ୍ର+ବର୍ହ) — (ନାମ) ଗରୁଡ଼ର ଏକ ପୁତ୍ର — Name of a son of Garuṟḍ̠a