ଚିତ୍ରପିତୁଳି Chitrapituḻi

  • ଦେ. ବି. (ସଂ. ଚିତ୍ର+ପୁତ୍ତଳିକା) — କୁଣ୍ଢେଇ — Idol
  • ଦେ. ବି. (ସଂ. ଚିତ୍ର+ପୁତ୍ତଳିକା) — ଅନେକ ବିଦ୍ୟା ସେ ସଞ୍ଚରେ ଚିତ୍ରପିତୁଳି ନାଟ କରେ। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।