ଚିତ୍ରପଟ Chitrapaṭa

  • ସଂ. ବି. ( 6 ଷ୍ଠୀ ତତ୍; ଚିତ୍ର+ପଟ) — ଯେଉଁ ବସ୍ତୁ ବା କାଷ୍ଠଖଣ୍ଡ ଉପରେ ଛବି ଅଙ୍କା ଯାଏ; ଆଲେଖ୍ୟ ପଟ — Canvas; painting tablet
  • ସଂ. ବି. ( 6 ଷ୍ଠୀ ତତ୍; ଚିତ୍ର+ପଟ) — ଛବି ଅଙ୍କା ହୋଇଥିବା ବସ୍ତୁ ବା କାଗଜଖଣ୍ଡ; ଛିଟ — Piece of paper or cloth on which a painting is executed