ଚିତ୍ରକେତୁ Chitraketu
- ସଂ. ବି. (ନାମ) — ଲକ୍ଷ୍ମଣଙ୍କ ଦୁଇ ପୁତ୍ର ମଧ୍ୟରୁ ଏକ ପୁତ୍ର — The name of a son of Lakshmaṇa
- ସଂ. ବି. (ନାମ) — ଅଙ୍ଗଦ ଚିତ୍ରକେତୁ ଦୁଇ ଲକ୍ଷ୍ମଣ ବୀର୍ଯ୍ୟେ ଜାତ ହୋଇ—ଜଗନ୍ନାଥ, ଭାଗବତ।
- ସଂ. ବି. (ନାମ) — ଗରୁଡ଼ର ଏକ ପୁତ୍ର — Name of a son of Garuṟḍ̠a
- ସଂ. ବି. (ନାମ) — ଶୂରସେନ ଦେଶର ଏକ ରାଜା (ଭାଗବତ) — Name of a king of Ṡūrasena country