ଚିତ୍ରକାୟ Chitrakāya

  • ସଂ. ବିଣ. ପୁଂ. (ବହୁବ୍ରୀହି; ଚିତ୍ର+କାୟ) — ଯାହାର ଦେହ ଚିତ୍ରିତ — With spotted body
  • ସଂ. ବି — ଚିତାବାଘ — Spotted leopard