ଚିତ୍ରକର Chitrakara

  • ସଂ. ବିଣ—(ଚିତ୍ର+କୃ ଧାତୁ+ କର୍ତ୍ତୃ. ଅ) — ଯେ ରଙ୍ଗ ଦ୍ୱାରା କୌଣସି ପଦାର୍ଥକୁ ରଙ୍ଗାଏ — Painter; artist
  • ସଂ. ବିଣ—(ଚିତ୍ର+କୃ ଧାତୁ+ କର୍ତ୍ତୃ. ଅ) — ବର୍ଣ୍ଣସଙ୍ଗର ଜାତିବିଶେଷ — A low mixed caste amongst the Hindus who are painters
  • ସଂ. ବିଣ—(ଚିତ୍ର+କୃ ଧାତୁ+ କର୍ତ୍ତୃ. ଅ) — [ଦ୍ର—ଶୂଦ୍ରାଣି ଗର୍ଭରେ ବିଶ୍ୱକର୍ମାଙ୍କ ଔରସରେ ଏହି ଜାତିର ଉତ୍ପତ୍ତି ହୋଇଥିବାର ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି]
  • ସଂ. ବିଣ—(ଚିତ୍ର+କୃ ଧାତୁ+ କର୍ତ୍ତୃ. ଅ) — ତିନିଷ ବୃକ୍ଷ (ଦେଖ) — Tiniṡa tree (See)