ଚିତ୍ପଟ୍ Chitpaṭ

  • ଦେ. ବି (ବିପରୀତାର୍ଥକ ସହଚର) — ମୁହଁପାଖ ଓ ପିଠିପାଖ; କୌଣସି ଦୋମୁହାଁ ପଦାର୍ଥର ଉପରମୁହଁ ଓ ତଳମୁହଁ (ଯଥା—ମୁଦ୍ରା, କଉଡ଼ି) — Head and tail; cross and pile; front and back (e.g. of a coin)
  • ଦେ. ବିଣ — ଚିତ୍ପଟାଙ୍ଗ୍ (ଦେଖ) — Chitpaṭāṇg (See)