ଚିତ୍ତୋନ୍ନତି Chittonnati

  • ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଉନ୍ନତି) — ହୃଦୟର ଉନ୍ନତ ଅବସ୍ଥା — Mental improvement
  • ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଉନ୍ନତି) — ଗର୍ବ — Pride
  • ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଉନ୍ନତି) — ଆତ୍ମଗର୍ବ — Self esteem