ଚିତ୍ତୋଇବା Chittobā
- ଦେ. କ୍ରି (ସଂ. ଚିତ୍ତ) — ସ୍ମରଣ କରିବା — To remember
- ଦେ. କ୍ରି (ସଂ. ଚିତ୍ତ) — ନଖଦନ୍ତଘାତ ଏବେ ଚିତ୍ତୋଇଲା ପରାୟେ ମନକୁ ଆସେ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି (ସଂ. ଚିତ୍ତ) — ମନେକରାଇଦେବା; ଅନ୍ୟର ମନରେ ସ୍କୃତିର ଉଦ୍ରେକ କରିବା; ଚେତାଇବା — To remind
- ଦେ. କ୍ରି (ସଂ. ଚିତ୍ତ) — ସାବଧାନ କରିବା — To caution