ଚିତ୍ତେ ଆସିବା Chitte āsibā

  • ଦେ. (ପଦ୍ଯ) କ୍ରି. — ମନକୁ ଆସିବା; ବୋଧ ହେବା; ଜଣାଯିବା — To seem; to appear
  • ଦେ. (ପଦ୍ଯ) କ୍ରି. — ଗତି ଦେଖି ଚିତ୍ତେ ଆସଇ, ସାଗର-ଲହରୀ ପରେ, ଦଉଡ଼ିଲେ ବେନି, ନ ଲାଗିବ ପାଣି ମୂଳୁ ପୟରେ—ରାଧାନାଥ, ଉଷା।