ଚିତ୍ତସଂଖ୍ୟ Chittasaṁkhya

  • ସଂ. ବିଣ. ପୁଂ. (ଚିତ୍ତ+ସମ+ଖ୍ୟା ଧାତୁ+କର୍ତ୍ତୃ. ଅ) — ଯେ ଅନ୍ୟର ମନୋଭାବ ଜାଣି ପାରେ — Knowing the thoughts of others (M.W.)