ଚିତ୍ତରଞ୍ଜନ Chittaran̄jana
- ସଂ. ବି. ( 6 ଷ୍ଠୀ ତତ୍; ଚିତ୍ତ+ରଞ୍ଜନ) — ଅନ୍ୟର ମନକୁ ତୃପ୍ତ କରିବା — Satisfying or giving satisfaction to another; pleasing a person; enchantment
- ଦେ. ବି. ପୁଂ — ଲୋକଙ୍କ ନାମ — Name given to males
- ସଂ. ବିଣ — ଯେ ମନକୁ ହରଣ କରେ ବା ମନରେ ପ୍ରୀତି ଉତ୍ପାଦନ କରେ; ମନୋମୋହନ — entapturing; enchanting; charming