ଚିତ୍ତରଞ୍ଜନ ଦାସ Chittaran̄jana dāsa

  • ଦେ. ବି. (ନାମ) — ବଙ୍ଗର ଅସହଯୋଗ ଆନ୍ଦୋଳନର ନେତା — The late C. R. Das of Bengal
  • ଦେ. ବି. (ନାମ) — [ଦ୍ର—ଏ ମହାପୁରୁଷ 1870 ମସିହା ନଭେମ୍ବର ମାସରେ ଜନ୍ମଗ୍ରହଣ କରି 1925 ମସିହା ଜୁନ ମାସ 16 ତାରିଖରେ ଇହଧାମ ତ୍ୟାଗ କଲେ। ଏ ବାରିଷ୍ଟରି କରୁଥିଲେ, କିନ୍ତୁ ପରେ ବ୍ଯବସାୟ ତ୍ୟାଗ କରି ସମସ୍ତ ସମ୍ପତ୍ତି ଦେଶର ସେବାପାଇଁ ଦାନ କଲେ।] — [ଦ୍ର—ଏ ମହାପୁରୁଷ1870ମସିହା ନଭେମ୍ବର ମାସରେ ଜନ୍ମଗ୍ରହଣ କରି1925ମସିହା ଜୁନ ମାସ16ତାରିଖରେ ଇହଧାମ ତ୍ୟାଗ କଲେ ଏ ବାରିଷ୍ଟରି କରୁଥିଲେ, କିନ୍ତୁ ପରେ ବ୍ଯବସାୟ ତ୍ୟାଗ କରି ସମସ୍ତ ସମ୍ପତ୍ତି ଦେଶର ସେବାପାଇଁ ଦାନ କଲେ]