ଚିତ୍ତପ୍ରସାଦନ Chttaprasādana

  • ସଂ. ବି. ( 6 ଷ୍ଠୀ ତତ୍; ଚିତ୍ତ+ପ୍ରସାଦନ) — ଅନ୍ୟର ମନକୁ ପ୍ରସନ୍ନ କରିବା କର୍ମ — Gladness of anothers mind
  • ସଂ. ବି. ( 6 ଷ୍ଠୀ ତତ୍; ଚିତ୍ତ+ପ୍ରସାଦନ) — ଯୋଗଶାସ୍ତ୍ର ଅନୁସାରେ ମୈତ୍ରୀ, କରୁଣା, ହର୍ଷ, ଉପେକ୍ଷା ଆଦିର ଉପଯୁକ୍ତ ବ୍ଯବହାରଦ୍ୱାରା ଚିତ୍ତର ସଂସ୍କାରବିଶେଷ — Reformation of the mental faculties by practisng friendship, kindness, gladness, regard etc
  • ସଂ. ବି. ( 6 ଷ୍ଠୀ ତତ୍; ଚିତ୍ତ+ପ୍ରସାଦନ) — [ଦ୍ର—ଏଥିରେ ସୁଖୀ ପ୍ରତି ମିତ୍ରଭାବ ରଖିବା, ଦୁଃଖୀ ପ୍ରତି କରୁଣା କରିବା, ପୁଣ୍ୟବାନ୍ ପ୍ରତି ପ୍ରସନ୍ନ ହେବା, ପାପୀକୁ ଉପେକ୍ଷା କରବା ଏହିପରି ସାଧନାଦ୍ୱାରା ଚିତ୍ତରୁ ରାଜସ ଓ ତାମସଭାବମାନ ତିରୋହିତ ହୋଇ କେବଳ ସାତ୍ତ୍ୱିକ ଧର୍ମର ପ୍ରାଦୁର୍ଭାବ ହୁଏ —ହି. ଶବ୍ଦସାଗର।]