ଚିତ୍ତ ଗର୍ଭା Chitta garbhā

  • ସଂ. ବିଣ. ସ୍ତ୍ରୀ — ଚିତ୍ତଗର୍ଭର ସ୍ତ୍ରୀଲିଙ୍ଗ — feminine of Chittagarbha
  • ସଂ. ବିଣ. ସ୍ତ୍ରୀ — (ବୈଦିକ) ଗର୍ଭଧାରଣ କରିଥିବାର ଦେଖାଯାଉଥିବା(ସ୍ତ୍ରୀ) — (vedic) Visbly pregnant (women)