ଚିତ୍କାର Chitkāra

  • ସଂ. ବି. (ଚିତ୍=ଧ୍ୱନି ବିଶେଷ+କୃ ଧାତୁ+ଭାବ. ଅ) — ଉଚ୍ଚ ସ୍ୱର; ବଡ଼ ପାଟି — Shout; loud sound
  • ସଂ. ବି. (ଚିତ୍=ଧ୍ୱନି ବିଶେଷ+କୃ ଧାତୁ+ଭାବ. ଅ) — ହଠାତ୍ କରାଯିବା ଉଚ୍ଚ ସ୍ୱର; ହଲ୍ଲା — Scream; hue and cry