ଚିତୁଆଣ Chituāṇa

  • ଦେ. ବି. (ସଂ. ଚିନ୍ତନ) — ଚିନ୍ତନ; ସ୍ମରଣ — Remembrance; recollection
  • ଦେ. ବି. (ସଂ. ଚିନ୍ତନ) — ଦିନ ଦିନକର ପୀରତି ରୀତି ଚିତୁଆଣକୁ ଏ ବରଷା ଦୂତୀ। ଭଞ୍ଜ, ଲାବଣ୍ୟବତୀ।