ଚିତିରା Chitirā

  • ଗ୍ରା. (ଇତର) ବିଣ. (ସଂ. ଚିତ୍ରିତ) — ଚିତ୍ରିତ — Painted
  • ଗ୍ରା. (ଇତର) ବିଣ. (ସଂ. ଚିତ୍ରିତ) — ନାନା ବର୍ଣ୍ଣରେ ଚିତ୍ରିତ — Multicoloured; mottled
  • ଦେ. ବି — ଚିତ୍ରାନନ୍ଦର ଡାକନାମ — Name for calling Chiṭrānanda