ଚିତି ସାପ Chiti sāpa
- ଦେ. ବି. (ସଂ. ଚିତ୍ରସର୍ପ; ଚିତ୍ରାଙ୍ଗ) — ବୋଡ଼ାଜାତୀୟ ଏକପ୍ରକାର ସାପ — A kind of hoodless snake with circular marks on the body
- ଦେ. ବି. (ସଂ. ଚିତ୍ରସର୍ପ; ଚିତ୍ରାଙ୍ଗ) — [ଦ୍ର—ଏମାନେ ହାତେ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି। ଏମାନଙ୍କ ଦେହ ଖଇରାରଙ୍ଗ; ଦେହରେ ସାଧା ଦାଗମାନ ଥାଏ। ଏମାନେ ଘରର ଚାଳରେ ଓ କାନ୍ଥ ଉପରେ ଥାଆନ୍ତି; ଏମାନଙ୍କର ଫଣା ନାହିଁ।]