ଚିତି ମାରିବା Chiti māribā
- ଦେ. କ୍ରି — ଦରମରା ବା ବଉଳି ଯାଇଥିବା ମାଛ— ମାନେ ପେଟପାଖ ଉପରକୁ ଦେଖାଇ ଜଳରେ ଭାସିବା; (ମାଛ) ଚିତେଇବା — (fishes exhausted or dying) To float or swim on water bellies turned upside or by displaying the flat sides
- ଦେ. କ୍ରି — ଗାମୁଛା ବା ଲୁଗା ଅତିରିକ୍ତ ସମୟ ଓଦା ରହିବାରୁ ତହିଁରେ ଧଳାକଳା ଛଉ ଭଳି ଦାଗ ହୋଇଯିବା — (cloth) To be soiled with black or white spots (due to being kept wet for a long time)
- ଦେ. କ୍ରି — ମଲ୍ଲମାନେ ଶୂନ୍ଯକୁ ଲମ୍ପ ଦେଇ ଚିରା ମାରି ଚିତ୍ ହେବା; ମାକଡ଼ଚିତି ମାରିବା — (athlets) To come down with the back to the ground after making a dexterous jump into the air