ଚିତାରୋହଣ Chitārohaṇa
- ଦେ. ବି. ( 7 ମୀ ତତ୍; ଚିତା+ଆରୋହଣ) — ମୃତସ୍ୱାମୀଙ୍କ ଶବ ସଙ୍ଗେ ପୋଡ଼ି ହୋଇ ପ୍ରାଣତ୍ୟାଗ କରିବା ସକାଶେ ସତୀମାନଙ୍କର ମୃତ ସ୍ୱାମୀର ଜଳନ୍ତା ଚିତାଗ୍ନି ଉପରେ ଚଢ଼ିବା; ସହମରଣ ପ୍ରଥା — The obsolete custom of women ascending the funeral pyre of their late husbands and thus being burnt to ashes with their husband's corpse