ଚିତା ଭସ୍ମ Chitā bhasma

  • ସଂ. ବି. ( 6 ଷ୍ଠୀ ତତ୍; ଚିତା+ଭସ୍ମ) — ମଶାଣିପାଉଁଶ; ଚିତାଗ୍ନିର ପାଉଁଶ — The ashes of a funeral pyre