ଚିତା ଦେବା Chitā debā
- ଦେ. କ୍ରି — ଘରର କବାଟ, କାନ୍ଥ ଓ ତଳରେ ଚୂନ ଓ ଚାଉଳ ପିଠଉ ଦ୍ୱାରା ଚିତ୍ର ଅଙ୍କନ କରିବା — To draw figures on the wall, door and floor with rice-paste or lime
- ଦେ. କ୍ରି — ଧପ୍ପା ମାରିବା; ଠକିବା — To hood wink; to cheat
- ଦେ. କ୍ରି — ଗୋଟିଏ ଲୁହାକଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି—ଫକୀରମୋହନ, ଗଳ୍ପସ୍ୱଳ୍ପ।