ଚିତଉମୁହାଁ Chitau-muhāñ

  • ଦେ. ବିଣ. ପୁଂ — (ପୁରୁଷଙ୍କୁ ଦିଆଯିବା ଗାଳି) ଯେଉଁ ବ୍ଯକ୍ତି ସବୁବେଳେ ମୁହଁ ଫୁଲାଇ ବିରସମୁହାଁ ହୋଇଥାଏ — (term of abuse applicable to males) A person always assuming a scowling face