ଚିଠା ଖାତା Chiṭhā khātā

  • ଦେ. ବି — ବ୍ଯବସାୟୀର ଦୌନିକ ଆୟବ୍ଯୟର ହିସାବ — Daily account-book or ledger of a trader
  • ଦେ. ବି — ଦୈନିକ ନେଣଦେଣ ବା କାରବାରର ସ୍ମାରକପୁସ୍ତକ — A note-book of daily transactions