ଚିଟିଚପଟ କରିବା Chiṭi chapaṭa karibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଆଦେଶଲିପି ଓ ବ୍ଯବସାୟ ସମ୍ପର୍କୀୟ ପତ୍ର ବା ସଂବାଦ ଅନ୍ଯ ବ୍ଯକ୍ତି ନିକଟକୁ ନେବା ଓ ଆଣିବା — To carry letters and written messages of a master or a trader to his subordinates, debtors or constituents