ଚିଟି ବାକ୍ସ Chiṭi bāksa

  • ଦେ. ବି. — ଯେଉଁ ବାକ୍ସରେ ଡାକରେ ପଠାଯିବା ଚିଠି ପକାଇ ଦିଆଯାଏ — Letter-box; post-box
  • ଦେ. ବି. — ଗୃହର ବାହାରେ ଥିବା ଯେଉଁ ବାକ୍ସରେ ଡାକବାଲା ଗୃହସ୍ୱାମୀଙ୍କ ନିମନ୍ତେ ଆଣିଥିବା ଚିଠି ଗଳାଇ ପକାଏ — Letter-box kept outside one's house